ଏହି ଟିମ ଓଡ଼ିଶାର ୬ଟି ଜିଲ୍ଲାରେ କ୍ଷେତ୍ର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଅଧିକ ସଂକ୍ରମଣ ହାର ଥିବା ୬ଟି ଜିଲ୍ଲାରେ ଏହି ଟିମ ପରିଦର୍ଶନ କରିବ । ଜିଲ୍ଲା ପରିଦର୍ଶନ ସହ ସ୍ଥାନୀୟ ଅଧିକାରୀ, ମେଡିକାଲ କର୍ତ୍ତୃପକ୍ଷ ଓ ରୋଗୀଙ୍କ ସହ ଆଲୋଚନା କରିବେ । ଓଡ଼ିଶା ସମେତ ୬ଟି ଅଧିକ ସଂକ୍ରମଣ ଥିବା ରାଜ୍ୟକୁ ଟିମ୍ ପଠାଇଛି କେନ୍ଦ୍ର ।