ଅନ୍ୟପଟେ ଐତିହାସିକ ଶ୍ରୀରାମ ନବମୀ ପାଇଁ ସ୍ଥାନୀୟ ଗାନ୍ଧୀପଡିଆ ଠାରେ ହୋମ ଯଜ୍ଞ ସହ ପୂଜା ପାଠ କରାଯାଉଛି। ସାରା ସହର ଗେରୁଆ ମୟ ହୋଇଛି। ଆଜି ପ୍ରଭୁ ଶ୍ରୀରାମ ଙ୍କର ବିଶାଳ ଶୋଭାଯାତ୍ରା ଅପରାହ୍ନ 3ଟା ସମୟରେ ନେହୁରୁ ଷ୍ଟାଡିୟମ ଠାରୁ ବାହାରି 12 କିଲୋମିଟର ସହର ପରିକ୍ରମା କରିବ। ଏହି ଶୋଭାଯାତ୍ରାରେ ଲକ୍ଷାଧିକ ଶ୍ରୀରାମ ଭକ୍ତ ମାନେ ସାମିଲ ହେବେ।
ଅଧିକ ପଢନ୍ତୁ ଓଡିଶା ଖବର