ଜୁଆଙ୍ଗ ମଡକର ୧୦ ଦିନ ପରେ ବି ଚୁପ୍ ସରକାର। ଯାହାକୁ ନେଇ ରା ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ଦଳର ଅଭିଯୋଗ, ସରକାରୀ ଅବହେଳା ଏବଂ ପ୍ରଶାସନର ଉଦାସୀନତା ପାଇଁ ଜୁଆଙ୍ଗଙ୍କ ଏହି ଦୁଃସ୍ଥିତି। କେନ୍ଦୁଝର ଜିଲ୍ଲାକୁ ଦେଶରେ ସର୍ବାଧିକ 10 ହାଜର 258 କୋଟି ଟଙ୍କାର ଡିଏମଏଫ ଫଣ୍ଡ ମିଳୁଛି । କିନ୍ତୁ ଜନ୍ତାରୀ ଗାଁରେ ଲୋକଙ୍କ ପିଇବା ପାଣିରେ ପୋକ ବାହାରୁଥିବା ବେଳେ ଜୁଆଙ୍ଗ ଲୋକ ରକ୍ତହୀନତା ଏବଂ ପୁଷ୍ଟିହୀନତା ପୀଡ଼ିତ ବୋଲି ଅଭିଯୋଗ କରିଛି ବିଜେପି।
ଅଧିକ ପଢ଼ନ୍ତୁ ଓଡିଶା ଖବର: