ଉପଜିଲ୍ଲାପାଳ ଫୁଲାଡି ପଟୁ ଆସୁଥିବା ବେଳେ ଏକ ବାଲି ବୋଝେଇ ଗାଡି ଫୁଲାଡି ବ୍ରିଜ ନିକଟରେ ଛିଡ଼ାହୋଇଥିବା ଦେଖି ଉପଜିଲ୍ଲାପାଳ ସେଠାରେ ଓହ୍ଲାଇ ଥିଲେ। ଉଭୟେ ଉପଜିଲ୍ଲାପାଳ ଓ ଡ୍ରାଇଭରଙ୍କୁ ମାଡ଼ ମାରିବା ସହ ଉପଜିଲ୍ଲାପାଳଙ୍କ ଗାଡିର ବତୀ, ଓ ଡାହାଣ ପଟ ଦୁଇଟି ଝରକା ଭାଙ୍ଗି ଦେଇଛନ୍ତି ମଫିଆମାନେ। ବାଲି ମାଫିଆ ଆକ୍ରମଣ ପରେ ଡାକ୍ତରଖାନାରେ ପହଁଚିଲେ ଜିଲ୍ଲାପାଳ।ଉପଜିଲ୍ଲାପାଳଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି ଜିଲ୍ଲାପାଳ।
କସବା ଖାଦାନ ଅଂଚଳରେ ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ
Download Argus News App
