ସେହିପରି କେନ୍ଦୁଝରରେ ଏକ ଅଭାବନୀୟ ଘଟଣା ଘଟିଛି। ଓଭର ବ୍ରିଜ୍ ଉପରୁ ଡେଇଁ ଯୁବକ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର, ବିଲେଇପଦାରେ । ମୃତକ ଜଣଙ୍କ ବଡ଼ବିଲ ଥାନା, ଭଦ୍ରାସାହିର ଝାଡଗାଁ ଅଞ୍ଚଳର ଅନିଲ ପାତ୍ର ବୋଲି ଜଣାପଡ଼ିଛି। ଯୋଡ଼ା ପୋଲିସ୍ ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଗୁରୁତର ଅବସ୍ଥାରେ ଅନୀଳକୁ ଉଦ୍ଧାର କରି ନିକଟସ୍ଥ ବାସୁଦେବପୁର ମେଡ଼ିକାଲରେ ଭର୍ତ୍ତି କରିଥଲେ ଅଗ୍ନିଶମ ବାହିନୀ ।
ଓଡିଶା ଖବର ଆହୁରି ପଢ଼ନ୍ତୁ । |