ଅଧିକ ପଢ଼ନ୍ତୁ: ପାହାଡ଼ରୁ ଧରାପଡ଼ିଲେ ଲୁଟେରା
ସଙ୍ଗେ ସଙ୍ଗେ ଲୁଟର ଶିକାର ହୋଇଥିବା ବ୍ୟକ୍ତି ପୋଲିସକୁ ଜଣାଇଛନ୍ତି। ଅଭିଯୋଗ ପରେ କଙ୍କଡାହାଡ ପୋଲିସ ତଦନ୍ତ ଆରମ୍ଭ କରିଛି। ଏଭଳି ଘଟଣା ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି, ଏହାକୁ ଭଲ ଭାବରେ ପୋଲିସ ତନାଘନା କରିବା ଆବଶ୍ୟକ।
ଅର୍ଗସ ବ୍ୟୁରୋ: ଢେଙ୍କାନାଳରେ ଲୁଟ୍। କଙ୍କଡ଼ାହାଡ଼ ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ମାରଣାସ୍ତ୍ର ଦେଖାଇ ୨ ଲକ୍ଷ ୧୭ ହଜର ଟଙ୍କା ଲୁଟି ନେଲେ। ଗ୍ରାହକ ସେବାକେନ୍ଦ୍ରର ମାଲିକ ହେଲେ ଶସାପଷି ଗ୍ରାମର ରଶ୍ମୀରଞ୍ଜନ ପଣ୍ଡା। ଘରୁ ଟଙ୍କା ନେଇ କଙ୍କଡାହାଡ ସ୍ଥିତ ନିଜ ଗ୍ରାହକ ସେବାକେନ୍ଦ୍ରକୁ ଯାଉଥିଲେ।କଳରଙ୍ଗର ପଲସର ଗାଡିରେ ଦୁଇଜଣ ଦୁର୍ବୁତ୍ତ ଆସି ସଶାପଷି ତାରିଣୀ ମନ୍ଦିର ନିକଟରେ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ।