ଅଧିକା ପଢନ୍ତୁ :ମାଆକୁ ପିଟିବାରୁ ସହି ପାରିଲାନି ପୁଅ
ରିଙ୍କୁ ଙ୍କ ବୟସ 31 ବର୍ଷ ହୋଇଥିବା ବେଳେ ଗତ କିଛି ବର୍ଷ ତଳେ ଅନ୍ୟ ଏକ ଯୁବତୀଙ୍କୁ ନେଇ ଫେରାର ମାରିଥିଲେ l ଦୁଇ ଝିଅ ସହ ଗୋଟିଏ ପୁଅର ବାପା ରିଙ୍କୁ l ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି l ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ସୂଚନା ।