ଶିଖରପୁର ପଞ୍ଚାୟତ ର ଡିଲର ଯିଏ କି ରାସନ ତାଙ୍କ ଅଧୀନସ୍ତ ରାସନ କାର୍ଡ ଧାରୀଙ୍କ ଠାରୁ ଆଗୁଆ ବାୟୋମେଟ୍ରିକ ନେଇ 150 କୁଇଣ୍ଟାଲ ରୁ ଉର୍ଦ୍ଧ ଚାଉଳ ହଡପ କରିଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ତଦନ୍ତ କରାଯିବ ବୋଲି କହିଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।