ଦାଦନ ଓ ମରୁଡି ପ୍ରବଣ ଜିଲ୍ଲା ହୋଇଥିଲେ ମଧ୍ୟ ପ୍ରଶାସନିକ ଅବହେଳା, ଶିଥଳତା ଓ ନିଷ୍କ୍ରିୟତା ଶ୍ରମିକମାନଙ୍କ ଦୁର୍ଦ୍ଦଶାର କାରଣ ସାଜିଛି। ଦାଦନମୁକ୍ତ ନୂଆପଡା ଜିଲ୍ଲା ସହିତ ସ୍ଵତନ୍ତ୍ର ପ୍ୟାକେଜ ଓ ସାମାଜିକ କଲ୍ୟାଣ ଯୋଜନା ଘୋଷଣା, ତୁରନ୍ତ ସର୍ଵନିମ୍ନ ମଜୁରୀ ଘୋଷଣା, ପ୍ରତ୍ୟେକ ବ୍ଲକରେ ଅତିରିକ୍ତ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ, ଶିକ୍ଷା ସହାୟତା, ମୃତ୍ୟୁ,ପ୍ରସବ କାଳୀନ ସହାୟତା ସହ ତୃତୀୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ରାଜ୍ୟ ପରିବର୍ତ୍ତେ ଜିଲ୍ଲା ସ୍ତରରେ ନିଯୁକ୍ତି ଭଳି ଦାବିପତ୍ର ଦିଆଯାଇଛି।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ