ଫୁଲ ଆକ୍ସନରେ ବାଲେଶ୍ବର ପ୍ରଶାସନ
ବହୁ ଚର୍ଚ୍ଚିତ ମାସ୍କ ଓ ପିପିଇ କିଟ୍ ଦୁର୍ନୀତି ମାମଲାରେ ଆଜି ଲୋକାୟୁକ୍ତଙ୍କ ପାଖରେ ଚୂଡାନ୍ତ ଶୁଣାଣି

ଅର୍ଗସ ବ୍ୟୁରୋ : ବହୁ ଚର୍ଚ୍ଚିତ ମାସ୍କ ଓ ପିପିଇ କିଣା ଦୁର୍ନୀତି ମାମଲାରେ ଆଜି ଲୋକାୟୁକ୍ତଙ୍କ ପାଖରେ ଚୂଡାନ୍ତ ଶୁଣାଣି । ଗତ ନଭେମ୍ୱର 23 ତାରିଖରେ ଦ୍ୱିତୀୟ ଥର ପାଇଁ ଲୋକାୟୁକ୍ତଙ୍କ ପାଖରେ ଶୁଣାଣି ହୋଇଥିଲା । ସେ ସମୟରେ ମୁଖ୍ୟ ଶାସନ ସଚିବ ହାଜର ନ ହୋଇ ଲିଖିତ ଜବାବ ରଖିଥିଲେ। ହେମନ୍ତଙ୍କୁ ଅପସାରଣ ପ୍ରସଙ୍ଗରେ ଉତ୍ତର ରଖିଥିଲେ ମୁଖ୍ୟ ଶାସନ ସଚିବ । ଅଧିକ କାର୍ଯ୍ୟଭାର ଯୋଗୁଁ ପର୍ଚେଜ କମିଟିରୁ ବାଦ ଦିଆଯାଇଥିବା ସେ କହିଥିଲେ । ଏହାପରେ ମାମଲାର ଚୂଡାନ୍ତ ଶୁଣାଣି ଆସନ୍ତା ଡିସେମ୍ୱର 7ରେ ହେବା ନେଇ ସ୍ଥିର କରିଥିଲେ ।
Download Argus News App
