ପରେ ଖବର ପାଇ ମେଡିକାଲ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ବାରମ୍ବାର ଏଭଳି ଅଗ୍ନିକାଣ୍ଡ ଘଟୁଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଦୁର୍ବଳତା ଯୋଗୁଁ ଏହା ଘଟୁଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି।
କଟକ ବଡ଼ ମେଡ଼ିକାଲ ପରିସରରେ ଅଗ୍ନିକାଣ୍ଡ

ଅର୍ଗସ ବ୍ୟୁରୋ: କଟକ ବଡ଼ ମେଡ଼ିକାଲ ପରିସରରେ ଅଗ୍ନିକାଣ୍ଡ। ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗର ଗେଟ ସମ୍ମୁଖରେ ଥିବା ଏକ ଇଲେକ୍ଟ୍ରି ଟ୍ରାନସଫରମରରେ ହଠାତ୍ ନିଆଁ ଲାଗିଯାଇଥିଲା। ଟ୍ରାନସଫରମର ଟି ହଠାତ୍ ହୁ ହୁ ହୋଇ ଜଳିବା ଯୋଗୁଁ ସାଧାରଣ ଲୋକେ ଆତଙ୍କିତ ହୋଇଯାଇଥିଲେ।
ରାଜ୍ୟରେ ବନ୍ୟା ବିଭୀଷିକାର ଭୟଙ୍କର ରୂପ

ଅର୍ଗସ ବ୍ୟୁରୋ : ସମୟ ଗଡୁଚି କଷଣ ବଢୁଛି । ଜଳ ଯନ୍ତ୍ରଣାରେ କଲବଲ ହେଉଛନ୍ତି ବନ୍ୟା ବିପନ୍ନ । କିଏ ବେଘର ହୋଇଛି ତ ଆଉ କିଏ ଘରେ ଥାଇ ବି ଖାଇବାକୁ ଗଣ୍ଡେ ପାଉନି । କାହାର ନଦୀ ବନ୍ଧ ଉପରେ ଦିନ ବିତୁଛି ତ ଆଉ କାହାର ଘର ଛାତ ଉପରେ । ଏମିତି ୪ ଦିନ ହେବ ନଦୀ କୂଳିଆଙ୍କ ହସଖୁସି ଛଡାଇ ନେଇଛି ବନ୍ୟା ଜଳ । ସିଭିଏଁ ଅନାଇ ବସିଛନ୍ତି ସରକାରୀ ସହୟତାକୁ ମାତ୍ର ତାହା ବି ସା
Download Argus News App
