କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ଦେଖାମିଳିନାହିଁ l ତେବେ କାହିଁକି ଏହି ବିଭାଗ ର ଅଧିକାରୀ ମାନେ କାର୍ଯ୍ୟାଳୟ ରେ ଗଣତନ୍ତ୍ର ଦିବସ ପାଳନ କଲେ ନାହିଁ ତାହାକୁ ସାଧାରଣ ରେ ପ୍ରଶ୍ନ ଉଠୁଥିବା ବେଳେ ଏହାରି ଉପରେ ଉପରିସ୍ଥ ଅଧିକାରୀ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା l
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।