ଚଢ଼ାଉ ସମୟରେ ଡ୍ରାଇଭର ଜଣଙ୍କ ଫେରାର ହୋଇଯିବା ପରେ ପମ୍ପଚର୍ ହୋଇଥିବା ଗାଡି ଜବତ କରି ନୀଳଗିରି ରେଞ୍ଜ ଅଫିସକୁ ଆଣି ତଦନ୍ତ କରୁଛି ବନ ବିଭାଗ। ଆକ୍ସନ ମୋଡରେ ଥିବା ଏହି ମହିଳା ରେଞ୍ଜରଙ୍କ କାର୍ଯ୍ୟକୁ ନେଇ କାଠ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ନୀଳଗିରି ରେଞ୍ଜ୍। ମାସକ ମଧ୍ୟରେ ୪ଟି ମୂଲ୍ୟବାନ ଚୋରା କାଠ ଗାଡି ଜବତ କରିସାରିଲେଣି ମହିଳା ରେଞ୍ଜର ଆଇଶା ଏ ନିଶା। ଆଜି ପୁଣି ନୀଳଗିରି ରେଞ୍ଜ ବନ ବିଭାଗ ଓ କୁଳଡିହା ରେଞ୍ଜ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉରେ ୧୯ନଂ ରାଜ୍ୟ ରାଜପଥର ପୋଡାଶୁଳ ଠାରେ ଗୋଟିଏ ଚୋରା କାଠ ଭର୍ତ୍ତି ପିକଅପ୍ ଭ୍ୟାନ ଜବତ କରାଯାଇଛି।