କିଭଳି ଭାବରେ ଏହି ନିଆଁ ଲାଗିଲା, କି କିଏ ନିଆଁ ଲଗେଇଛି ତାକୁ ସନ୍ଦେହ ବଢ଼ୁଛି। ଏହାର ତଦନ୍ତ ଏହା ଆବଶ୍ୟକ ହୋଇପଡୁଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଶୀତ ଯାଇନି ଜଙ୍ଗଲ ଜାଳିବା ଆରମ୍ଭ ହେଲାଣି l ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ l ବନ ବିଭାଗ ପାଖେ ଖବର ନାହିଁ l ଫରେଷ୍ଟ ବିଟ ହାଉସ ନିକଟ ଜଙ୍ଗଲରେ ଲାଗିଛି ନିଆଁ l ଫରେଷ୍ଟ ବିଟ ହାଉସ ପଡିଛି ତାଲା l ନୂଆପଡା ସିନାପାଲି ରେଞ୍ଜ ଅନ୍ତର୍ଗତ ଘାଟମାଲ ଫରେଷ୍ଟ ବିଟ ହାଉସ ନିକଟ ରେ ଜଙ୍ଗଲ ଜଳୁଥିବା ବେଳେ, ମୂଲ୍ୟବାନ ଗଛ ନଷ୍ଟ ହେବା ଆଶଙ୍କା ରହିଛି। ବନ୍ୟ ଜନ୍ତୁଙ୍କ ଜୀବନ ପ୍ରତି ବିପଦ ବଢ଼ିଛି l
କିଭଳି ଭାବରେ ଏହି ନିଆଁ ଲାଗିଲା, କି କିଏ ନିଆଁ ଲଗେଇଛି ତାକୁ ସନ୍ଦେହ ବଢ଼ୁଛି। ଏହାର ତଦନ୍ତ ଏହା ଆବଶ୍ୟକ ହୋଇପଡୁଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।