ଟିମ ୱାନ ଫିଟନେସ ଦ୍ୱାରା ଏହା ପ୍ରଥମ କରି ଓଡ଼ିଶାରେ ଆରମ୍ଭ ହୋଇଛି ଆକ୍ୱା ଜୁମ୍ବା। ପ୍ରାରମ୍ଭରେ ଏହା ରାଜଧାନୀ ଭୁବନେଶ୍ବରରେ ଖୋଲା ଯାଇଛି । ପରବର୍ତୀ ସମୟରେ ଏହା ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲା ଯିବାର ଯୋଜନା ରହିଛି। ଏହି କାର୍ଯ୍ୟକ୍ରମରେ ୬୦ ଜଣ ପିଲା ଯୋଗ ଦେଇଥିଲେ । ଏହି ନୁଆ ଶୈଳୀରେ ଡ୍ୟାନ୍ସ କରି ବେସ ମଜା ନେଇଛନ୍ତି ପ୍ରତିଯୋଗୀ।
ଜୁମ୍ବା ଶରୀର ପକ୍ଷରେ ହିତକର । ତେବେ ଆକ୍ୱା ଜୁମ୍ବାର ଫଇଦା ମଧ୍ୟ ଶରୀର ପାଇଁ ଅନେକ ରହିଛି।