ଯାହା ଫଳରେ ଉପଭୋକ୍ତା ମାନେ ବାଧ୍ୟ ହୋଇ ଗରିବଙ୍କ ହକ୍ ମାରି ଖାଉଥିବା ଡିଲର ବିରୁଦ୍ଧରେ ସୋସିଆଲ ମିଡିଆ ରେ ପ୍ରଚାର କରିଛନ୍ତି ଉପଭୋକ୍ତା। ଅନ୍ୟପଟେ ଏ ସମ୍ବନ୍ଧରେ ମତାମତ ଦେଇ ପ୍ରକାଶ କରିଛନ୍ତି ଡିଲର ପାଖକୁ ଡିସେମ୍ବର ମାସର ସଂପୂର୍ଣ୍ଣ କୋଟା ନ ଆସିବାରୁ ଏ ଭଳି ଅସୁବିଧା ହୋଇଛି ସୁଦ୍ଧଖଣ୍ଡ ଗ୍ରାମପଞ୍ଚାୟତ ସରପଞ୍ଚ ଚୌଧୁରୀ ପ୍ରମୋଦ କୁମାର ରାଉତରାୟ କହିଛନ୍ତି। ଜିଲ୍ଲା ଯୋଗାଣ ଉପରିସ୍ଥ ଅଧିକାରୀଙ୍କୁ ମୋବାଇଲି ଯୋଗେ ପଚାରିବାରୁ ସେ କହିବା କଥା ଡିଲରଙ୍କ ଦେହ ଅସୁସ୍ଥ ଥିଲା ସେଥିପାଇଁ ଦେଇ ପାରିନାହିଁ।
ଏଠି ମନରେ ପ୍ରଶ୍ନ ଉଠୁଛି ସତ କିଏ କହୁଛି ନା ଶାସକ ଦଳର ଛତ୍ରଛାୟା ରେ ଡିଲର ରହିଥିବାରୁ ପ୍ରଶାସନ ବଞ୍ଚାଇବା ପାଇଁ ଚେଷ୍ଟା କରୁଛି। ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଭୋକ୍ତା ମାନେ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: