ବିସ୍ମୟ ବାଳିକା ରଞ୍ଜିତା
ସାମ୍ବାଦିକଙ୍କ ପୁସ୍ତକ ଉନ୍ମୋଚନ କଲେ ରାଜ୍ୟପାଳ

ଭୁବନେଶ୍ଵର: ଅପୂର୍ବା ପ୍ରକାଶନୀ ପକ୍ଷରୁ ସାମ୍ବାଦିକ ରବିପ୍ରିୟ ଦାଶଙ୍କ କବିତା ସଙ୍କଳନ ଉନ୍ମୋଚିତ ହୋଇଛି। ସାମ୍ବାଦିକ ଭାବେ ରବିପ୍ରିୟ ଯେତିକି ଲୋକପ୍ରିୟ କବି ଭାବରେ ମଧ୍ୟ ସେତିକି ଲୋକପ୍ରିୟ। ସମସାମୟିକ ଘଟଣାବଳିକୁ ନେଇ ସେ ସୁନ୍ଦର କବିତା ଲେଖିପାରନ୍ତି। ସଦ୍ୟ ପ୍ରକାଶିତ ଶ୍ରୀଯୁକ୍ତ ଦାଶଙ୍କ କବିତା ସଙ୍କଳନ 'ପରିଚିତ ଆଖି' ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି।
Download Argus News App
