ଏହି ବିଶାଳ ହିନ୍ଦୁ ସମ୍ମିଳନୀରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି l ଆଉ ଅଳ୍ପ ସମୟ ମଧ୍ୟରେ ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟ, ସ୍ବାମୀ ଶ୍ରୀ ନିଶ୍ଚଳା ନନ୍ଦ ସରସ୍ବତୀ ମହାରାଜା ସଭାସ୍ଥଳରେ ଯୋଗଦେବେ l
ଏହି ବିଶାଳ ହିନ୍ଦୁରାଷ୍ଟ୍ର ଧର୍ମସଭା ସମ୍ମିଳନୀ କାର୍ଯ୍ୟକ୍ରମ ଦୁଇଦିନ ଧରି ଅନୁଷ୍ଟିତ ହେବ l ଆସନ୍ତାକାଲି ସନ୍ଧ୍ୟାରେ ପରମପୂଜ୍ୟ ଜଗଦ୍ ଗୁରୁ ମୁନିଗୁଡାରୁ ବାହାରି ଜୟପୁରରେ ପହଞ୍ଚି ଏକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ଏହି କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ଆଞ୍ଚଳିକ ଯାଦବ ସମାଜ l
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।