ତେବେ ମିତାଙ୍କ ସ୍ୱାମୀ ତାଙ୍କୁ ବିଭିନ୍ନ ସମୟରେ ମାରପିଟ କରିବା ସହିତ ଗାଳିଗୁଲଜ କରୁଥିଲେ ତେଣୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ବାପା l ଅନ୍ୟପଟେ ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଚଳାଇଛି l
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିଲା

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ହନୁମାନ ସାହିରେ ଗୋଟିଏ ଘରୁ ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତ ମହିଳା ହେଲେ ସୁଧୀର ପଣ୍ଡାଙ୍କ ପତ୍ନୀ ମିତା ପଣ୍ଡା l ମିତା ଚାରି ମାସର ଗର୍ଭବତୀ ଥିବା ସୂଚନା ରହିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l
Download Argus News App
