ମୃତକ ମୁର୍ତ୍ତୁମା ଗାଁର ସସ୍ମିତା ମାଝୀ, ସାନକୁମାରୀ ଗାଁର ଯୁଜେଷ୍ଟି ଗଣ୍ଡ । ଆସନ୍ତା 23 ତାରିଖରେ ଝିଅର ବାହାଘର ଠିକ ହୋଇଥିଲା । ଆତ୍ମହତ୍ୟା କରିଥିବା ଗଛ ମୂଳରୁ କିଛି କେକ, 3ଟି କୀଟନାଶକ ବୋତଲ, ଯୁବତୀଙ୍କ ଚପଲ ସହ ଏକ ସାଇକେଲ ପଡ଼ିଥିବା ଦେଖିବାକୁ ମିଳିଛି ।
ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର

ନବରଙ୍ଗପୁର: ବାହାଘରର 10 ଦିନ ପୂର୍ବରୁ ନିଜ ପ୍ରେମିକ ସହ ଆତ୍ମହତ୍ୟା କଲେ ଯୁବତୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମୁର୍ତ୍ତୁମା ଗାଁରେ । ଗାଁ ନିକଟସ୍ଥ ଏକ ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି ।
Download Argus News App
