ବିନା ଭକ୍ତରେ ଗଡିଲା ରୁକୁଣା ରଥ
କଟକ: ପୁଣି ଥରେ ଫିଜିକାଲ କୋର୍ଟକୁ ବନ୍ଦ୍ କଲେ ହାଇକୋର୍ଟ। ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଥରେ ଫିଜିକଲ୍ କୋର୍ଟକୁ ହାଇକୋର୍ଟ ବନ୍ଦ୍ କରିଛନ୍ତି। ଆସନ୍ତା 5 ତାରିଖରୁ ଭର୍ଚୁଆଲ ମାଧ୍ୟମରେ କୋର୍ଟ ପରିଚାଳନା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଭର୍ଚୁଆଲ ମାଧ୍ୟମରେ କୋର୍ଟ ପରିଚାଳନା ହେବ ବୋଲି ନିର୍ଦେଶ ଦିଆଯାଇଛି। Covid-19 SOP ପାଳନ କରାଯାଇ ଭିଡିଓ କନଫ୍ରେନସିଂ ମାଧ୍ୟମରେ କୋର୍ଟ ପରିଚାଳନା ହେବ।