ତେବେ ମାଆ କୁ ମାରିବା ସମୟରେ ବଡ଼ ପୁଅ ଦେଖି ଡାକ ପକାଇ ଥିଲା। ଗ୍ରାମବାସୀ ମାନେ ଆସି ଦେଖିଲେ ପ୍ୟାରୁଲର ମୃତଦେହ ପଡ଼ିଛି। ସଙ୍ଗେ ସଙ୍ଗେ ପାଟକୁରା ଥାନାକୁ ଖବର ଦେଇଥିଲେ ଗ୍ରାମବାସି। ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ସ୍ବାମୀ ସୟଦ ମୁନାଦ ଅଲ୍ଲୀକୁ ଅଟକ ରଖି ତଦନ୍ତ ଯାରି ରଖିଛି ପାଟକୁରା ପୋଲିସ। ପାରିବାରିକ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ହୋଇଥିବା ସୁଚନା ଦେଇଛନ୍ତି ପାଟକୁରା ଥାନା ଅଧିକାରୀ ସରୋଜ ସାହୁ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ବିଳମ୍ବିତ ରାତିରେ ସ୍ତ୍ରୀକୁ ବିଭତ୍ସ ହତ୍ୟା କଲା ସ୍ୱାମୀ

କେନ୍ଦ୍ରାପଡା : ପ୍ରାୟ ରାତି ଗୋଟାଏ ସମୟରେ ଭୟଙ୍କର ରୂପ ଧାରଣ କଲା ସ୍ୱାମୀ। ସ୍ତ୍ରୀ ପ୍ୟାରୁନ ବିବିକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀସୟଦ ମୁନାଦ ଅଲ୍ଲୀ। ଅତି ବିଭିତ୍ସ ଭାବେ ନିଜ ସ୍ତ୍ରୀକୁ ହାଣିୀ ଦେଲା ସ୍ୱାମୀ। ଅଭିଯୁକ୍ତ ସୟଦ ମୁନାଦ ଅଲ୍ଲୀ କାଠ କାଟି ପରିବାର ପ୍ରତିପୋଷଣ କରେ। ଦିର୍ଘ ସାତ ବର୍ଷ ପୂର୍ବେ ମୁନାଦ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା।ଗ୍ରାମବାସୀମାନେ ଟଙ୍କା ଆଦାୟ କରି ତାକୁ ଭଲ କରିଥିଲେ। ସେବେଠାରୁ ତାର ମାନଶିକ ଅବସ୍ଥା ଟିକେ ଖରାପ ଥିଲା। ମଝିରେ ମଝିରେ ପାଟିତୁଣ୍ଡ କରେ , ମୁନାଦର ତିନୋଟି ପୁଅ ଅଛନ୍ତି।
ସ୍ପୋଟ୍ସ କମ୍ପ୍ଲେକ୍ସ ସହ ଅଡ଼ିଟୋରିୟମ୍ ଏବଂ ମୁକ୍ତାକାଶ ଆମ୍ପି ଥିଏଟର୍ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ : ହାଇଦ୍ରାବାଦର ଇଂଲିଶ ଆଣ୍ଡ୍ ଫରେନ୍ ଲାଙ୍ଗୁଏଜସ ୟୂନିଭର୍ସିଟିରେ ଏକ ସ୍ପୋଟ୍ସ କମ୍ପ୍ଲେକ୍ସ ସହ ଅଡ଼ିଟୋରିୟମ୍ ଏବଂ ମୁକ୍ତାକାଶ ଆମ୍ପି ଥିଏଟର୍ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହିତ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ସେହି ୟୂନିଭର୍ସିଟିରେ ଓପନ୍ ଲର୍ଣ୍ଣିଂ ରିସୋର୍ସ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରାଯାଇଛି
Download Argus News App
