Saddened to hear about the tragic train accident in Odisha. My thoughts and prayers go out to the families who lost their loved ones and wishing a speedy recovery to the injured. — Virat Kohli (@imVkohli) June 3, 2023
ସମସ୍ତ ମୃତକଙ୍କ ପରିବାର ପ୍ରତି ମୋର ସମବେଦନା। ଏବଂ ଯେଉଁମାନେ ଗୁରୁତର ଅଛନ୍ତି ସେମାନେ ଖୁବଶୀଘ୍ର ସୁସ୍ଥ ହୁଅନ୍ତୁ ଏତିକି ମୋର ଭଗବାନଙ୍କ ନିକଟରେ କାମନା।
ପୂର୍ବତନ ବରିଷ୍ଠ ଖେଳାଳି ବୀରେନ୍ଦ୍ର ସେହଓ୍ବାଗ ଟ୍ବିଟ କରି ଲେଖିଛନ୍ତି।
Extremely sad hearing about this tragic train accident involving Coromandel Express in Odisha.
Condolences to all families who have lost their loved ones and prayers for quick recovery of those injured. https://t.co/9foYqHybNa — Virender Sehwag (@virendersehwag) June 3, 2023
ଓଡ଼ିଶାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଶୁଣି ବହୁତ ଦୁଃଖ ଲାଗିଲା। ଯେଉଁମାନେ ନିଜ ପ୍ରିୟଜନମାନଙ୍କୁ ହରାଇଛନ୍ତି ସେମାନଙ୍କ ପରିବାରପ୍ରତି ମୋର ଗଭୀର ସମବେଦନା। ଆଉ ଗୁରୁତର ଆହତ ବ୍ୟକ୍ତି ଶୀଘ୍ର ଆରୋଗ୍ୟ ହୁଅନ୍ତୁ ବୋଲି ମୋର କାମନା।
ସେହିପରି ଭାରତୀୟ ଖେଳାଳି ଶ୍ରେୟସ ଆୟର କହିଛନ୍ତି ଓଡ଼ିଶାର ଟ୍ରେନ ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଏବଂ ହୃଦୟ ବିଦାରକ।
Shocking visuals from Odisha. Praying for those affected by the tragic train accident 🙏 — Shreyas Iyer (@ShreyasIyer15) June 3, 2023
ସେହିପରି ହକି ତାରକା ଦିଲ୍ଲୀପ ତିର୍କୀ କହିଛନ୍ତି ବାଲେଶ୍ବର ଟ୍ରେନ ଦୁର୍ଘଟଣା ମେୋତେ ମର୍ମାହତ କରିଛି। ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ପରିବାରର ଅନ୍ୟ ସଦସ୍ୟଙ୍କୁ ଭଗବାନ ଏହି ଦୁଃଖରୁ ବାହାରିବାକୁ ଧୈର୍ଯ୍ୟ ଏବଂ ସାହସ ଦିଅନ୍ତୁ। ମୁଁ ସମସ୍ତଙ୍କ ସାଥିରେ ଅଛି।
ଅଧିକ ପଢ଼ନ୍ତୁ ଖେଳ ଖବର