ଅଧିକ ଦେଖନ୍ତୁ ଭିଡିଓ : ଚାନ୍ଦବାଲି ବ୍ଲକ ଦିଗଛିଆରେ ଡ୍ରାଇଭର ମହାସଙ୍ଘ ପକ୍ଷରୁ ଅଖି ଚକ ବନ୍ଦ ଆନ୍ଦୋଳନ !
ଶିକ୍ଷା ସହ କଣ ପାଇଁ ଖେଳ ଖେଳୁଛନ୍ତି। କାଳ ବିଳମ୍ବ ନ କରି ରୁଲିଂ ଦେବାକୁ ଦାବି କରିଛନ୍ତି ମୋହନ ମାଝୀ । ରାଜ୍ୟବ୍ୟାପୀ ଡ୍ରାଇଭର ମାନେ ତାଙ୍କ ହକ୍ ପାଇଁ ଲଢେଇ କରୁଛନ୍ତି । ଚକ୍ ଆଖ ବନ୍ଦ୍ କରିରଖିଛନ୍ତି । ସରକାର କଣ ପାଇଁ ଚୁପ୍ ବୋଲି ଶୂନ୍ୟକାଳରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସମର୍ଥନ ଜଣାଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ସରକାର ଚାହୁଛନ୍ତି କଣ ? ପୂର୍ବରୁ ବି ଡ୍ରାଇଭର ମାନେ ଗାନ୍ଧୀ ମାର୍ଗରେ ନିଜ ହକ ପାଇଁ ଦାବି ଜଣାଇଥିଲେ । ସରକାର ବି ପ୍ରତିଶ୍ରୁତି ଦେଲେ । ବାସ୍ତବରେ ପ୍ରତିଶ୍ରୁତି କୁଆଡେ ଗଲା ଏ ସରକାରଙ୍କର ବୋଲି ତାରା କହିଛନ୍ତି ।
ଅଧିକ ଦେଖନ୍ତୁ ଭିଡିଓ: Odisha Drivers Association | ନମସ୍କାର କରି ଛାଡ଼ୁଛନ୍ତି ଆନ୍ଦୋଳନରତ ଡ୍ରାଇଭର