ସୂଚନାଯୋଗ୍ୟ, ଟାଟାରେ ଚାକିରି କରାଇଦେବା ନାଁରେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବି ଜ୍ଵାଇଁ ଆକାଶ ଅନେକ ଭାବି ଶିକ୍ଷିତ ଯୁବକଙ୍କୁ ଠକିବା ଘଟଣା ଲୋକଲୋଚନକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ବିଜେଡିରୁ ପ୍ରଦୀପଙ୍କୁ ବହିଷ୍କାର କରିଥିଲେ। ପରେ କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କୁ ତାଙ୍କ ସରକାରୀ ଭବନରୁ ଉଠାଇ ନେଇଯାଇଥିଲା। ବର୍ତ୍ତମାନ ପ୍ରଦୀପ ପାଣିଗ୍ରାହୀ ଝାରପଡ଼ା ଜେଲରେ ଅଛନ୍ତି।
ଲୋକାୟୁକ୍ତଙ୍କ ପାଖକୁ ଗଲା ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ

ଭୁବନେଶ୍ଵର: ଲୋକାୟୁକ୍ତଙ୍କ ପାଖକୁ ଗଲା ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ। ଲୋକାୟୁକ୍ତ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ମାମଲା। ପ୍ରଥମ ଦୁର୍ନୀତି ଅଭିଯୋଗକୁ ରାଜ୍ୟ ସରକାର ଲୋକାୟୁକ୍ତକୁ ପଠାଇଛନ୍ତି।
Download Argus News App
