୩ ଲକ୍ଷ ଟଙ୍କା ନଦେଲେ ହତ୍ୟା ଧମକ ଦେଇଛନ୍ତି । ପୋଲିସ ତଦନ୍ତ ପରେ ଅପହରଣ ନାଟକରେ ପୂର୍ଣ୍ଣଚ୍ଛେଦ ପଡିଛି । ବହୁ ଧାରକରଜ ପରେ ଟଙ୍କା ପରିଶୋଧ ନକରିପାରିବାରୁ ସତ୍ୟନାରାୟଣ ଅପହରଣ ନାଟକ ରଚିଥିବା ଜଣାପଡିଛି । ଏମିତିକି ଟଙ୍କା ଦେବାକୁ ବିଭିନ୍ନ ସମୟରେ ଘର ଲୋକଙ୍କୁ ମାରଧର କରୁଥିଲା ସତ୍ୟନାରାୟଣ ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ