ଓଡ଼ିଶାରେ ମଧ୍ୟ ଏଭଳି ନେତା ରହିଛନ୍ତି । ଏମାନଙ୍କ ପାଇଁ ଦଳ ପଛକୁ ଯାଉଛି । ଏମାନେ ଦଳରୁ ଦୂରେଇଲେ ଦଳ ସଂଗଠିତ ହେବ । ବିଜେପି ନେତୃତ୍ଵ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରୁଛନ୍ତି । ହେଲେ କାହିଁକି ଏହି ଟାର୍ଗେଟ କରାଯାଉଛି ତାହା ବୁଝିବାରେ ଆମ ନେତା ବିଫଳ ବୋଲି କହିଛନ୍ତି ପଞ୍ଚାନନ କାନୁନଗୋ।
ନେତା ବୁଝି ପାରୁନାହାଁନ୍ତି ଦଳର ଆଭିମୁଖ୍ୟ: ପଞ୍ଚାନନ କାନୁନଗୋ

ଅର୍ଗସ ବ୍ୟୁରୋ: ବିଦ୍ରୋହୀ ନେତାଙ୍କୁ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ତେରଛା ବାଣ । କଂଗ୍ରେସ ବିପର୍ଯ୍ୟୟ ପଛରେ କଂଗ୍ରେସର କିଛି ବରିଷ୍ଠ ନେତା ହିଁ ଅଛନ୍ତି । ନେତା ବୁଝି ପାରୁନାହାଁନ୍ତି ଦଳର ଅଭିମୁଖ୍ୟ । ଜଣଙ୍କ ନେତୃତ୍ୱକୁ ସମର୍ଥନ ଦେବା ପାଇଁ ଏକାଠି ହେଉନାହାଁନ୍ତି ଏହି ନେତା ।
Download Argus News App
