ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି । ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି ରହିଛି । ଏହାକୁ ପାଳନ କରିବା ଆବଶ୍ୟକ ହୋଇପଡୁଛି ।
ଆସନ୍ତାକାଲିଠୁ ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ, ବଜାରରେ ଅସମ୍ଭାଳ ଭିଡ
ଅର୍ଗସ ବ୍ୟୁରୋ: ଆସନ୍ତାକାଲିଠୁ ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ । ୫ ତାରିଖରୁ ୧୯ ତାରିଖ ଯାଏ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଲାଗିବ। ତେବେ ଏହା ପୂର୍ବରୁ ବଜାରରେ ଅସମ୍ଭାଳ ଭିଡ । ଗ୍ରୋସରି ଠାରୁ ଆରମ୍ଭ କରି ମଦ ଦୋକାନ ସବୁଠୁ ପ୍ରବଳ ଗହଳି ଜମିଛି । ଏପରିକି ଲୋକେ ନିଜ ଗାଁକୁ ଫେରୁଥିବାରୁ ରାସ୍ତାଘାଟ ବି ପୂରା ଜାମ ।
Download Argus News App
