ସେହିପରି ଆହୁରି କହିଛନ୍ତି ପାୱାର କଟ କେଉଁଠି ହେଉ ନାହିଁ । ପୁନର୍ବାର ମୁଁ କହୁଛି ଗଣ ମଧାମ ପାୱାର କଟ ଶବ୍ଦ ବ୍ୟବହାର ନ କରନ୍ତୁ । ପବନ ହେଲେ ଲାଇନ ଆମେ କାଟିବୁ ବାଧ୍ୟ । କାଳ ବୈଶାଖୀ ଦ୍ୱାରା ଅନେକ ସ୍ଥାନରେ ଖୁଣ୍ଟ ପଡ଼ି ଯାଇଛି । ଖୁଣ୍ଟ ଲଗେଇ କି ତାର ଲଗେଇବା ସମୟ ସାପକ୍ଷ । ଆଖି ପିଛୁଳାକେ ତାହା ହୋଇଯିବ ନାହିଁ । ଯେଉଁଠି ଦୁଇ ତିନି ଘଣ୍ଟା ଲାଇନ କଟୁଛି ଏଇଟା ଭିତ୍ତିଭୂମି ଅସୁବିଧା ପାଇଁ ହେଉଛି କିନ୍ତୁ ପାୱାର ସଟେଜ ନାହିଁ ରାଜ୍ୟରେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର