ସୁବର୍ଣ୍ଣପୁର ବୀରମହାରାଜପୁର ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ କୁଞ୍ଜାପାଲି ନିକଟରେ ଗତ କାଲି ରାତିରେ ଭାଙ୍ଗିଯାଇଥିଲା । ଆଜି ସେହି ସ୍ଥାନରେ ନାବାଳକ ଶ୍ରୀତମ ଅଟି ମାଛ ମାରୁଥିଲେ। ସେହି ସମୟରେ ଭାଙ୍ଗିଥିବା କେନାଲ ମଧ୍ୟକୁ ଖସି ପଡିଥିଲେ । ଫଳରେ ପାଣି ଭିତରେ ସଂଜ୍ଞାହୀନ ଅବସ୍ଥାରେ ପଡିଯାଇଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର