ନାବାଳିକା ଜଣଙ୍କ ବର୍ତ୍ତମାନ ୬ ମାସର ଗର୍ଭବତୀ ଅଛନ୍ତି। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଘଟିଥିବା ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ ସଂପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ସହ ରାକେଟରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମହିଳା କଂଗ୍ରେସ କର୍ପୋରେଟର ପ୍ରାର୍ଥୀ ଲତା ଦାସ, ପରିବା ବ୍ୟବସାୟୀ ଅଭିରାମ ପାତ୍ର, ଜୟପୁରର ବଙ୍ଗୀୟ ମହିଳା ବିଚିତ୍ରା ମଣ୍ଡଳ ଏବଂ ରୋହିତ ଦେ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ନାବାଳିକା ଜଣଙ୍କ ବର୍ତ୍ତମାନ ୬ ମାସର ଗର୍ଭବତୀ

ବ୍ରହ୍ମପୁର: ଘରୁ ନିଖୋଜ ନାବାଳିକାଙ୍କୁ ଦୀର୍ଘ ମାସ ହେବ ସେକ୍ସ ରାକେଟରେ ନିୟୋଜିତ କରାଯାଇଥିବା ଅଭିଯୋଗ । ବ୍ରହ୍ମପୁରର ଜଣେ କଂଗ୍ରେସ ମହିଳା କର୍ପୋରେଟର ପ୍ରାର୍ଥୀ ଏବଂ ଜୟପୁରରେ ରହୁଥିବା ଜଣେ ବଙ୍ଗୀୟ ମହିଳା ସମେତ ଅନ୍ୟ ଦୁଇ ଜଣ ଯୁବକ ମିଶି ଏହି ରାକେଟ ଚଳାଇଥିବା ଅଭିଯୋଗ ହୋଇଛି ।
Download Argus News App
