ପୁନର୍ବାର ସେହି ନାବାଳିକା ସ୍ବାଧାର ଗୃହର ପାଚେରୀ ଡେଇଁ ଫେରାର ହୋଇ ଯାଇଛନ୍ତି। ଯାହାକୁ ନେଇ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହେଇଛନ୍ତି। କିଏ ତାଙ୍କୁ ନେଇଯାଇଛି ନା ସେ ନିଜେ ପଳାଇଛି ତାକୁ ନେଇ ସନ୍ଦେହ ବଢ଼ୁଛି। ଅନ୍ୟପଟେ ପରିବାର ଲୋକେ ଚିନ୍ତାରେ ଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: