ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ସମ୍ପର୍କକୁ ନେଇ କିଛି ଦିନ ପୂର୍ବରୁ ଉପୁଜିଥିଲା ବିବାଦ। ବିଜୟ ଶଙ୍କରଙ୍କ ସମେତ ତାଙ୍କର ପ୍ରେମିକା ସୋମାଲିକା ଦାସ ମଧ୍ୟ ଉପସ୍ଥିତ ରହିଛନ୍ତି। ଉଭୟଙ୍କ ସହମତିରେ ବିବାହ ପାଇଁ ଆବେଦନ କରିଥିବା ଉଭୟଙ୍କ ଓକିଲ ପ୍ରକାଶ କରିଛନ୍ତି।
ତେବେ ଆସନ୍ତା ମାସରେ ଦୁଇ ଜଣ ବିବାହ କରିବେ ବୋଲି ଆଇନଜୀବୀ କହିଛନ୍ତି। ଏହି ଆବେଦନ ସମୟରେ ଉଭୟଙ୍କ ପରିବାର ବର୍ଗ ଉପସ୍ଥିତ ରହିଥିଲେ।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ...