ଆଉ ଏହି ଉତ୍ସବରେ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆର ସଭାପତି ନବୀନ ଜିନ୍ଦଲ , ପୁରୀ ଜିଲ୍ଲାର ସମସ୍ତ ବିଧ୍ୟାୟକ ଓ ସାଂସଦ ଯୋଗ ଦେବେ । ଯାହାକୁ ନେଇ ସମସ୍ତେ ଖୁବ ଖୁସି ବ୍ୟକ୍ତ କରୁଛନ୍ତି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: ପୁରୀ ପ୍ରବେଶପଥ ବୀର ହରେକୃଷ୍ଣ ପୁର ଛକରେ ଉଡିବ ଐତିହ୍ୟ ସମ୍ପର୍ଣ୍ଣ ଜାତୀୟ ପତାକା। ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ 108 ଫୁଟର ଐତିହ୍ୟ ଜାତୀୟ ପତାକା ଆଜି ଲୋକାର୍ପଣ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।ଆଉ ବାଟଗାଁ ଛକ ନିକଟରେ ଐତିହ୍ୟ ସମ୍ପନ ପତାକା ଲଗାଯିବା ସହ ସେଠାରେ ଏକ ପାର୍କ ବି କରାଯାଇଛି।
ଆଉ ଏହି ଉତ୍ସବରେ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆର ସଭାପତି ନବୀନ ଜିନ୍ଦଲ , ପୁରୀ ଜିଲ୍ଲାର ସମସ୍ତ ବିଧ୍ୟାୟକ ଓ ସାଂସଦ ଯୋଗ ଦେବେ । ଯାହାକୁ ନେଇ ସମସ୍ତେ ଖୁବ ଖୁସି ବ୍ୟକ୍ତ କରୁଛନ୍ତି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ