୧୨ପ୍ରକାର ଚାଷ କରିଛନ୍ତି ଦିବ୍ୟାଙ୍ଗ ଚାଷୀ !
ଜୁଲାଇ 1 ଯାଏଁ ଲାଗୁ ହେବନି ନୂଆ ପରିବହନ ଆଇନ

ଭୁବନେଶ୍ଵର : ଲକଡାଉନ ଯୋଗୁ ନୂଆ ପରିବହନ ଆଇନ ଏବେ ଲାଗୁ ହେବ ନାହିଁ। ଜୁଲାଇ 1 ଯାଏଁ ନିୟମ ଲାଗୁ ହେବନି। ବର୍ତ୍ତମାନ ପାଇଁ ଏହା କୋହଳ ରହିଲା। ଜୁଲାଇ 1 ପରେ ଯାହା ରାଜ୍ୟ ସରକାର ଲକଡାଉନ ନେଇ ନିଷ୍ପତ୍ତି ନେବେ। ସେହି ଅନୁସାରେ ପରିବହନ ବିଭାଗ ନିଷ୍ପତ୍ତି ନେବ। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।
Download Argus News App
