ଅଧିକ ପଢନ୍ତୁ: ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଜଳିଗଲା ବସ୍
ଘଟଣାସ୍ଥଳରେ ବାଣିଗୋଛା ପୋଲିସ ଏବଂ ଦଶପଲ୍ଲା ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଛନ୍ତି । ବସ ଭିତରେ ଥିବା ରୋଗୀ ମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଏବଂ ବାଣୀଗୋଛା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ସମସ୍ତେ ସୁସ୍ଥ ରହିଥିବାର ଜଣା ପଡ଼ିଛି। ଅନ୍ୟପଟେ ଘଟଣାସ୍ଥଳରୁ ବସ୍ ଚାଳକ ଫେରାର ମାରିଥିବା ବେଳେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।