ସରକାରଙ୍କର ଅନେକ ଯୋଜନା ରହିଛି। ତଥାପି ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ। ଯାହା ସରକାରଙ୍କ ପାରିବା ପଣିଆ ପଦାରେ ପକାଇଛି। ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଛି। ହେଲେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।
ପୁଣି ଭାରରେ ବୁହା ହେଲେ ରୋଗୀ
Download Argus News App
