ଗତ ୫ ତାରିଖ ରାତିରେ ମଝିପଡା ରାମଧୁନ କ୍ଲବ ପକ୍ଷରୁ ଗଣେଷ ପୁଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ଚାଲିଥିବା ବେଳେ କୌଣସି କାରଣରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଏନେଇ ପୋଲିସ ପକ୍ଷରୁ ମାଡ ଆରମ୍ଭ ହୋଇଥିଲା । ତେବେ ପୋଲିସ ମାଡ ଦେବା ଆଗରୁ ଲୋକେ ପୋଲିସ କର୍ମଚାରୀମାନଙ୍କୁ ନିର୍ଦ୍ଧୁମ ଛେଚିଥିଲେ । ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।