ସେହି ଗ୍ରାମର ଆଇନଜୀବୀ ଶରତ ଚନ୍ଦ୍ର ସାମଲଙ୍କ ନିଜ ଜମି ଯାହାର ଖାତା ନମ୍ବର276 ପ୍ଲଟ ନମ୍ବର 624 ଯେଉଁ ଜମି ର ପରିମାଣ ହେଉଛି 1 ଏକର ରୁ ଉର୍ଦ୍ଧ ଏହି ଜମିରୁ ସେହି ଗ୍ରାମର ଶକ୍ତି ପ୍ରସାଦ ସାମଲ ନାମକ ଯୁବକ ରାତି ଅଧିଆ jcb ଲଗାଇ ମାଟି ତାଢ଼ି ନେଇଥିବା ଅଭିଯୋଗ କରିଥିଲେ ଶରତ l ଏବେ ଏକ ମାସ ପରେ ମାମଲା ରୁଜୁ କାରି ମାହାଙ୍ଗା ପୋଲିସ ଚୁପ ହୋଇ ବସିଛି ବୋଲି ଅଭିଯୋଗ କରିଥିଲେ ଆଇନଜୀବୀ l ସବୁ ଠାରୁ ବଡ଼ କଥା ହେଲା ଯେଉଁଠି ନିଜେ ଉଚ୍ଚନ୍ୟାୟାଳୟ ବରିଷ୍ଠ ଆଇନଜୀବୀ ନ୍ୟାୟ ପାଉନାହାନ୍ତି, ସେଠି ସାଧାରଣ ଲୋକଙ୍କ କଥା କିଏ ପଚାରେ ବୋଲ କହିଥିଲେ ଆଇନଜୀବୀ। ଏବେ ଦେଖିବାକୁ ବାକି ରହିଲା କେବେ ନ୍ୟାୟ ପାଉଛନ୍ତି ଏହି ଆଇନଜୀବୀ l
ଅଧିକ ପଢ଼ନ୍ତୁ ଓଡିଶା ଖବର: