ତେବେ କୌଣସି ସ୍ପଷ୍ଟ ସୂଚନା ବୌଦ୍ଧ ପୋଲିସ ପକ୍ଷରୁ ମିଳିପାରି ନାଇ ଘଟଣାର ତଦନ୍ତ ଜାରି ରଖିଛି। ଏନେଇ ବୌଦ୍ଧ ଏସ୍ଡିପିଓଙ୍କୁ ପଚାରିବାରୁ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ତଦନ୍ତ ପରେ ସ୍ପଷ୍ଟ ସୂଚନା ଦିଆଯିବ ବୋଲି କହିଛନ୍ତି ।
ଦେହ ବ୍ୟବସାୟୀ ଅଭିଯୋଗରେ ପୋଲିସ ଅଟକ ରଖିଛି

ଅର୍ଗସ ବ୍ୟୁରୋ :ସହର ବିଭିନ୍ନ ହୋଟେଲରେ ରାତି ଅଧିଆ ଚଢ଼ାଉ କରି 2ଜଣଙ୍କୁ ବୌଦ୍ଧ ଆଦର୍ଶ ପୋଲିସ ଅଟକ ରଖି ତଦନ୍ତ କରୁଥିବା ଜଣା ପଡିଛି। ତେବେ ଦୁଇଜଣଙ୍କ ମଧ୍ୟରେ ଜଣେ ଯୁବକ ଜଣେ ଯୁବତୀ ଦେହ ବ୍ୟବସାୟୀ ଅଭିଯୋଗରେ ପୋଲିସ ଅଟକ ରଖିଛି। ତେବେ ଦେହ ବ୍ୟବସାୟ କରୁଥିବା ଖବର ପାଇ ସହରର ହୋଟେଲ ଭବାନୀ ପ୍ଳାଜା ,ଓ ବାଘଗୁଡା ଛକ ନିକଟରେ ଥିବା ସ୍ୱପ୍ନପୁରୀ ହୋଟେଲରେ ଚଢ଼ାଉ କରି। ଦୁଇଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ବୌଦ୍ଧ ପୋଲିସ।
Download Argus News App
