ରାୟଗଡା ଜିଲ୍ଲା ପଦ୍ମପୁରୁ ପୋଲିସକୁ ଏହି ସଫଳତା ମିଳିଛି । ୩୨୬ ନମ୍ବର ଜାତୀୟ ରାଜପଥର ନାରାୟଣପୁରୁ ନିକଟ ଜଙ୍ଗଲ ପାଖରେ ଯାଞ୍ଚ ଚାଲିଥିବା ସମୟରେ ପୋଲିସ ସେଠାରେ ଏକ କଲରା ପତ୍ରିଆ ବାଘଛାଲ ସହିତ ୬୪ କେଜି ଗଞ୍ଜେଇ, ଦୁଇଟି ମୋବାଲ ଫୋନ ଓ ୯୨୦ ଟଙ୍କା ଜବତ କରିଛି ।
ଓଡ଼ିଶାରେ ଘଟୁଥିବା ଅପରାଧ ଖବର ଆହୁରି ପଢ଼ନ୍ତୁ
ଘଟଣାରେ ୨ଜଣଙ୍କୁ ଗିରଫ କରିଛି ପୋଲିସ

ଅର୍ଗସ ବ୍ୟୁରୋ : ପୁଣି ବାଘ ଛାଲ ଜବତ । ରାତିରେ ପାଟ୍ରୋଲିଂ ବେଳେ ଏକ କଲରାପତରିଆ ବାଘଛାଲ ଜବତ କରିଛି ପୋଲିସ । ଏହାସହ ୬୪କେଜିର ଗଞ୍ଜେଇ ମଧ୍ୟ ଜବତ ହୋଇଛି । ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି ।
ଅଧିକ ପଢନ୍ତୁ: ଅଟେଇ ସଂରକ୍ଷିତ ଜଙ୍ଗଲରୁ ୬ ଶିକାରୀ ଗିରଫ
Download Argus News App
