ଭୁବନେଶ୍ୱରରେ ଦୁଇଟି କାର୍ଯ୍ୟକ୍ରମ ଓ କଟକରେ ଗୋଟିଏ କାର୍ଯ୍ୟକ୍ରମ ଅଛି। ବିମାନବନ୍ଦରରୁ ରାଜଭବନ ଓ କାର୍ଯ୍ୟକ୍ରମ ସ୍ଥଳ ସବୁଠି ସୁରକ୍ଷା ବ୍ୟବସ୍ତା ଉପରେ ଆଲୋଚନା ହୋଇଥିଲା। ଆବଶ୍ୟକତା ଅନୁସାରେ ଫୋର୍ସ ମୁତୟନ କରାଯିବ। ଦ୍ୱିତୀୟ ଦିନ ରେ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବେ ରାଷ୍ଟ୍ରପତି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି।
ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି
Download Argus News App
