ଯେଉଁଥିରେ ସୁଭଦ୍ରା ଯୋଜନାର ହିତାଧିକାରୀ, ଭିଆଇପି, ଭିଭି ଆଇପି, ନେତା, ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ମାନେ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରୀ ମୋଦିଙ୍କ ଜନ୍ମଦିନ ଥିବାରୁ ପିଏମଙ୍କ ରୁଟ ଉଭୟ ପାର୍ଶ୍ଵରେ ପ୍ରବଳ ଭିଡ଼ ହେବାର ଆଶଙ୍କା ରହିଛି॥ ଏଥିପାଇଁ ରାସ୍ତା ର ଉଭୟ ପାର୍ଶ୍ଵ ରେ ବ୍ୟାରିଗେଟ ର ବ୍ୟବସ୍ଥା କରାଯାଇଛି । ଜରୁରୀକାଳୀନ ସେବା ପାଇଁ ଏହି କଟକଣା ଲାଗୁ ହେବନାହିଁ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଆସିବାକୁ ଯାଉଥିବା ଲୋକେ ରିଜର୍ଭ ଗ୍ରାଉଣ୍ଡ, ସପ୍ତମ ବାଟାଲିୟନ, କଳିଙ୍ଗ ଷ୍ଟାଡିୟମ ପାଖରେ ଥିବା ନୟାପଲ୍ଲୀ ସ୍କୁଲରେ ଗାଡ଼ି ପାର୍କିଂ କରି ଚାଲିଚାଲି ଜନତା ମଇଦାନକୁ ଆସିବେ।
ଅଧିକ ପଢ଼ନ୍ତୁ ଓଡିଶା ଖବର: