ସଙ୍ଗେ ସଙ୍ଗେ ଟିମ ହ୍ୟୁମାନୀଟିର ସ୍ନେକ ହେଲ୍ପଲାଇନ ଟିମକୁ ଜଣାଇଥିଲେ। ତାପରେ ଟିମ ହ୍ୟୁମାନୀଟିର ସଦସ୍ୟମାନେ ଚନ୍ଦନ ନଗରରେ ପହଞ୍ଚି ଏହି 8 ଫୁଟିଆ ଅଜଗର ସାପକୁ କାବୁ କରିଥିଲେ । ତାପରେ ଅଜଗର ସାପକୁ ନେଇଁ ସୁରକ୍ଷିତ ଭାବେ ନିକଟ ଜଙ୍ଗଲରେ ଛାଡ଼ିଥିଲେ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଫୁଲବାଣୀ: ଜନବସ୍ତି ଭିତରୁ ଗୋଟିଏ 8 ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି । ଫୁଲବାଣୀ ସହରର ଚନ୍ଦନ ନଗର ଜନବସ୍ତି ଭିତରୁ ଏହି ବିରାଟକାୟ ଅଜଗର ସାପ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଗତ ରାତିରେ ଚନ୍ଦନ ନଗରର ଲୋକମାନେ ରାତି ପ୍ରାୟ 7ଟା ସମୟରେ ସାହିରେ ଚଳପ୍ରଚଳ କରୁଥିବା ବେଳେ ହଠାତ ଅଜଗର ସାପଟିକୁ ଦେଖି ଭୟଭୀତ ହୋଇଯାଇଥିଲେ ।