ରମ୍ଭାବିଲି ଗାଁର ଆଲୋକ ମଙ୍ଗରାଜଙ୍କ ଦୋକାନ ଆଗରେ ଥିବା ଏକ ବାଇକ୍ କୁ ରାତି ୯ଟା ସମୟର ଜଣେ ଲୁଟେରା ବାଇକ ତାଲା ଭାଙ୍ଗି ନେଉଥିବା ସମୟରେ ଲୋକେ ଦେଖିଥିଲେ ।
ଲୁଟେରା ପଛରେ ଦଉଡ଼ି ତାକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେ ଗାଡ଼ି ଛାଡି ପକାଇଥିଲା । ପରେ ତାକୁ ଗାଁ ଲୋକେ ଧରି ମାଡ଼ ମାରିଥିଲେ । ବାଇକ ଲୁଟେରା ଜଣଙ୍କ ସିକୋ ଗାଁର ବୋଲି ଜଣାପଡିଛି ।