ଥରେ ଥାନାରୁ ପଳାଇଥିଲେ ଆମେ ବୁଝାସୁଝା କରି ଆଣିଥିଲୁ। ହେଲେ ମନ୍ତ୍ରୀ ନବ ଦାସଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ ବୋଲି ପ୍ରତିକ୍ରିୟାରେ ଗୋପାଳଙ୍କ ସ୍ତ୍ରୀ କହିଛନ୍ତି। ଏପଟେ ନବଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଅଛି। ଗୋପାଳଙ୍କୁ କାବୁ କରି ପୋଲିସ ପଚରାଉଚରା କରୁଛି । ତେବେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ କହିଛନ୍ତି ।
ଓଡିଶା ଖବର ଆହୁରି ପଢନ୍ତୁ