ଏ ସରକାର ହେଉଛନ୍ତି ମିଛ ପ୍ରବଞ୍ଚନାର ସରକାର...
କୋରାପୁଟ: ଜ୍ୱାଇଁଙ୍କୁ ଗାଁ ଦାଣ୍ଡରେ ବାନ୍ଧି ନିସ୍ତୁକ ମାଡ଼ । ଇଲେକ୍ଟ୍ରିକ ପୋଲରେ ବାନ୍ଧି ମାଡ଼ ମାରିଛନ୍ତି ଗ୍ରାମବାସୀ । କୋରାପୁଟ ସେମିଳିଗୁଡା ଥାନା ଅଂଚଳର ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ।
ରେଙ୍ଗା ପଞ୍ଚାୟତ ମାଳୀଗୁଡା ଗାଁର ଲକି ଖରାଙ୍କ ବିରୋଧରେ ଝିଅ ଘର ଲୋକେ ଯୌତୁକ ନିର୍ୟାତନା ଅଭିଯୋଗ ଆଣିଥିଲେ । କୌଣସି ଏକ କାମରେ ଲକି ଖରା ଶ୍ବଶୁର ଘରକୁ କୌଣସି କାରଣ ବଶତଃ ଯାଇଥିଲା ବେଳେ ସେଠାରେ ଗାଁ ଲୋକେ ଇଲେକ୍ଟ୍ରିକ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଛନ୍ତି ।