ଅଧିକ ପଢ଼ନ୍ତୁ: ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ଜାରି
ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇ ରାସ୍ତାରେ ବ୍ୟବସାୟିକ ଯାନବାହାନ ଚଳାଚଳକୁ ବିରୋଧ କରାଯାଇଛି। କିଛି ସ୍ଥାନରେ ବସ୍, ଟ୍ରକ୍, ଟ୍ୟାକ୍ସି ଏବଂ ସର୍ବସାଧାରଣ ପରିବହନ ଯାନକୁ ଆନ୍ଦୋଳନକାରୀମାନେ ଅଟକାଇଥିଲେ। ଫଳରେ ରାଜଧାନୀଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ସହରାଞ୍ଚଳ ରାଜରାସ୍ତାରେ ଗାଡ଼ିଗୁଡ଼ିକର ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ବହୁ ସମୟ ଧରି ରାସ୍ତା ଜାମ୍ ସ୍ଥିତି ଉପୁଜିଥିଲା।
ଅଧିକ ପଢ଼ନ୍ତୁ: ୧୨ଦଫା ଦାବି ନେଇ ରାଜ୍ୟବ୍ୟାପୀ ଚକ ଅଖ ବନ୍ଦ