ତେବେ ବର୍ଷା ବିରୁହା କୁମ୍ଭୀର କାନ୍ଦଣା କାନ୍ଦୁଥିବା କଥା କହି ପ୍ରଶ୍ନ କରିଛନ୍ତି ବନ୍ଦିତା ପରିଡା । ସମାନ ଭାବରେ ଦଳିତ ନେତା ବାଙ୍କ ନିଧି ବେହେରା କହିଛନ୍ତି ବର୍ଷା ବିରୁହାଙ୍କ ବାପା ଦଳିତ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିପାରିନଥିଲେ ଆଉ କିପରି ବର୍ଷା ଲୋକଙ୍କୁ ନ୍ୟାୟ ଦେବେ ।
ଓଡିଶା ଖବର ଆହୁରି ପଢନ୍ତୁ