ମାତ୍ର ଏଠାରେ ଖାଇବାକୁ ନପାଇ ହଷ୍ଟେଲ ଛାଡୁଛନ୍ତି ଛାତ୍ର। ଏପରିକି ଅଧିକାଂଶ ସମୟରେ ଏଭଳି ସ୍ଥିତି ଲାଗିରହିଥିବା ଅଭିଯୋଗ ହୋଇଛି। ତେବେ ଛାତ୍ରମାନେ ଭୋକରେ ଚାଲିଚାଲି ଯାଉଥିବା ବେଳେ ଗାଁର କିଛି ଲୋକେ ସେମାନଙ୍କୁ ଖାଇବାକୁ ଦେଇଥିଲେ। ପରେ ଛାତ୍ରମାନେ ନିଜ ଘରକୁ ପଳାଇଥିବା ସୂଚନା ମିଳିଛି।
ଓଡିଶା ଖବର ଆହୁରି ପଢନ୍ତୁ